
Narendra Modi @narendramodi
ଭିନ୍ନଭିନ୍ନ ସଂସ୍କୃତିର ମଧୁର ମିଳନ ସୁରତକୁ ଦେଇଛି ଅନନ୍ୟ ସୌନ୍ଦର୍ଯ୍ୟ । ବିଭିନ୍ନ ରାଜ୍ୟର ଲୋକମାନେ ଏଠି ମିଳିମିଶି ରହନ୍ତି ଓ କାର୍ଯ୍ୟ କରନ୍ତି । ଏହିଭଳି ଜଣେ ବ୍ୟକ୍ତି ଟି. ସାହୁଜୀଙ୍କ ସହ କଥା ହେବାର ସୁଯୋଗ ମିଳିଲା । ଭାରତ ସରକାରଙ୍କ ବିଭିନ୍ନ ଯୋଜନା କିପରି ତାଙ୍କୁ ସାହାଯ୍ୟ କଲା, ସେ ବିଷୟରେ ବର୍ଣ୍ଣନା କଲେ । https://t.co/cyCzGe7P8w — PolitiTweet.org