Deleted No
Hibernated No
Last Checked May 30, 2022

Created

Sun May 08 17:33:52 +0000 2022

Likes

14,341

Retweets

2,242

Source

Twitter for iPhone

View Raw Data

JSON Data

View on Twitter

Likely Available
Profile Image

Narendra Modi @narendramodi

ଡ଼. ରଜତ କୁମାର କର ସାଂସ୍କୃତିକ ଜୀବନ ଯାତ୍ରାର ଜଣେ ନାୟକ ଥିଲେ । ରଥଯାତ୍ରାର ବିଚକ୍ଷଣ ଧାରା ବିବରଣୀ ତାଙ୍କର ବହୁମୁଖୀ ପ୍ରତିଭାର ପରିଚୟ ଦିଏ । ବହୁବିଧ ପ୍ରସଙ୍ଗରେ ଲେଖନୀ ଚାଳନା ତଥା ଲୋକକଳା ପାଲାର ପୁନରୁଦ୍ଧାର ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ଦୁଃଖିତ । ପରିବାର ଓ ପ୍ରଶଂସକଙ୍କୁ ସମବେଦନା। ଓଁ ଶାନ୍ତି — PolitiTweet.org

Posted May 8, 2022