Deleted No
Hibernated Yes
Last Checked Feb. 10, 2023

Created

Mon Jan 17 05:32:09 +0000 2022

Likes

14,824

Retweets

2,413

Source

Twitter for iPhone

View Raw Data

JSON Data

View on Twitter

Likely Available
Profile Image

Narendra Modi @narendramodi

ଶାନ୍ତି ଦେବୀ ଜୀ ଗରିବ ଏବଂ ବଞ୍ଚିତଙ୍କ ସ୍ୱର ଭାବରେ ସ୍ମରଣୀୟ ହୋଇ ରହିବେ । ସେ ଦୁଃଖ ଏବଂ କଷ୍ଟ ଦୂର କରି ସୁସ୍ଥ ଓ ନ୍ୟାୟଯୁକ୍ତ ସମାଜ ଗଠନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଓ ଅଗଣିତ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି । ଓଁ ଶାନ୍ତି https://t.co/UBFDPDSvtm — PolitiTweet.org

Posted Jan. 17, 2022 Hibernated