
Narendra Modi @narendramodi
ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକା ମନୋରମା ମହାପାତ୍ରଜୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଲେଖନୀ ଚାଳନା ପାଇଁ ସେ ସବୁଦିନ ପାଇଁ ମନେରହିବେ । ଗଣମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ । ତାଙ୍କର ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । — PolitiTweet.org