
Narendra Modi @narendramodi
ଓଡ଼ିଶାର ଜନସାଧାରଣଙ୍କ ସହିତ କେନ୍ଦ୍ର ସରକାର ଦୃଢ଼ତାର ସହିତ ଅଛନ୍ତି । ବାତ୍ୟା ୟଶ୍ ପରିସ୍ଥିତିର ସମୀକ୍ଷା କଲି । ବର୍ତ୍ତମାନ ଚାଲୁଥିବା ରିଲିଫ୍ କାର୍ଯ୍ୟ ତଥା ବିପର୍ଯ୍ୟୟ ପରିଚାଳନାକୁ ଦୃଢ଼ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କଲି । https://t.co/Ew8lZL1YLj — PolitiTweet.org