
Narendra Modi @narendramodi
ଓଡିଶାରେ ମହାବାତ୍ୟାର ବିଭିନ୍ନ ଦିଗ ଉପରେ ସମୀକ୍ଷା କଲି । ରାଜ୍ୟର ବିପର୍ଯ୍ୟୟ ପରିଚାଳନାର ସୁପ୍ରତିଷ୍ଠିତ ପ୍ରକ୍ରିୟା ଅନେକ ଜୀବନ ବଞ୍ଚାଇବା ସୁନିଶ୍ଚିତ କରିଛି । ରାଜ୍ୟକୁ ଉପଯୁକ୍ତ ତତକାଳିକ ସହାୟତା ଓ ପୁନଃର୍ବାସ ପାଇଁ ସବୁ ପ୍ରକାର ସହଯୋଗ କେନ୍ଦ୍ର ଯୋଗାଇ ଦେବ । https://t.co/PhZ74B8Wi4 — PolitiTweet.org